ସକର୍ମକ କ୍ରିୟା Sakarmaka kriyā

  • ସଂ. ବି. (ବ୍ୟାକରଣ) — ଯେଉଁ କ୍ରିୟା କୌଣସି କର୍ମକୁ ଅନ୍ୱିତ କରେ — (grammar) Transitive or active verb
  • ସଂ. ବି. (ବ୍ୟାକରଣ) — [ଦ୍ର—କ୍ରିୟା ତିନି ପ୍ରକାରର; ଯଥା—ସକର୍ମକ, ଦ୍ୱିକର୍ମକ ଓ ଅକର୍ମକ। ସକର୍ମକ ଯଥା—ରାମ ଭାତ ଖାଉଛି। ଦ୍ୱିକର୍ମକ—ମାଆ ରାମକୁ ଭାତ ଖୁଆଉଛନ୍ତି। ଅକର୍ମକ—ରାମ ଶୋଇଅଛି।]