ସଇମୋହର Sai mohara
- ବୈଦେ. ବି (କଚିରିଆ) (ଫା. ସହି+ମୋହର୍) ଭାରପ୍ରାପ୍ତ କର୍ମଚାରୀଙ୍କ ସ୍ୱାକ୍ଷର ଓ ଅଫିସ୍ର ମୋହର ମରା ଯାଇଥିବା ସରକାରୀ କାଗଜ — ପତ୍ରର ଅବିକଳ ନକଲ — Certified copy of an official paper
- ବୈଦେ. ବି (କଚିରିଆ) (ଫା. ସହି+ମୋହର୍) ଭାରପ୍ରାପ୍ତ କର୍ମଚାରୀଙ୍କ ସ୍ୱାକ୍ଷର ଓ ଅଫିସ୍ର ମୋହର ମରା ଯାଇଥିବା ସରକାରୀ କାଗଜ — [ଉ—ଦାରୋଗାଙ୍କ ରିପୋର୍ଟର ଏକ ପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁଁ। —ଫକିରମୋହନ, ଛମାଣ ଆଠଗୁଣ୍ଠ]