ସଇନ୍ଧ୍ରୀ Saindhrī

  • ଗ୍ରା. (ପଦ୍ଯ) ବି. ସ୍ତ୍ରୀ (ସଂ. ସୈରିନ୍ଧ୍ରୀ) — ଅନ୍ତଃପୁରସ୍ଥା ରାଣୀ ପ୍ରଭୃତିଙ୍କର ସେବାକାରିଣୀ ଭୃତ୍ୟା — A maid servant of the harem; a maid-in-waiting for queens
  • ଗ୍ରା. (ପଦ୍ଯ) ବି. ସ୍ତ୍ରୀ (ସଂ. ସୈରିନ୍ଧ୍ରୀ) — [ଉ—ସଇନ୍ଦ୍ରୀକି ବୋଇଲେ ପଶା ସାର ଆଣ, କଙ୍କ ପଣ୍ଡା ତୁଲରେ ଖେଳିବୁ ଏକ୍ଷଣ। କୃଷ୍ଣସିଂହ, ମହାଭାରତ, ବିରାଟ।]