ସଇଲା Sailā

  • ଗ୍ରା. କ୍ରି — ସରିବା କ୍ରିୟାର ବର୍ତ୍ତମାନସାମୀପ୍ୟ ଭୂତ କାଳର ତୃତୀୟ ପୁରୁଷ ଏକବଚନ (ସେ) 'ସରିଲା'ର ଅନ୍ଯରୂପ — Another form of 'Sarilā', past tense third person, singular of the verb 'Saribā'
  • ଗ୍ରା. କ୍ରି — [ମୋ କଥାଟି ସଇଲା, ଫୁଲ ଗଛଟି ମଲା।—କଥାର ନଥା]
  • ଗ୍ରା. କ୍ରି — 'ସହିବା' କ୍ରିୟାର ବର୍ତ୍ତମାନ ସାମୀପ୍ୟଭୂତ କାଳ, ତୃତୀୟ ପୁରୁଷ, ଏକବଚନ 'ସହିଲା'ର ଅନ୍ଯରୂପ। — Another form of 'Sahilā