ସଇସ Saisa

  • ବୈଦେ. ବି [ଫା: ସାଇସ୍; ତୁଳ ସଂ. ଅଶ୍ୱପାଳ] ଅଶ୍ୱପାଳକ — A groom
  • ବୈଦେ. ବି [ଫା: ସାଇସ୍; ତୁଳ ସଂ. ଅଶ୍ୱପାଳ] ଘୋଡ଼ାର ଖବର ବୁଝିବା ଚାକର — A horse-keeper