ସଂଘ ତଳ Saṅgha taḻa

  • ସଂ. ବି—(ବହୁବ୍ରୀହି) — ଯୁକ୍ତ କରତଳଦ୍ୱୟ; ଆଞ୍ଜୁଳା; ଅଞ୍ଜଳି ବନ୍ଧନ — The two hands with the open palms brought together
  • ସଂ. ବିଣ. ପୁଂ — କୃତାଞ୍ଜଳି; ଆଞ୍ଜୁଳି କରିଥିବା (ବ୍ଯକ୍ତି) — (a person) With folded palms