ସଂଗ୍ରାହ Saṁgrāha

  • ସଂ. ବି (ସମ୍+ଗ୍ରହ ଧାତୁ+ଭାବ ଅ) — ସଂଗ୍ରହ (ଦେଖ) — Saṁgraha (See)
  • ସଂ. ବି (ସମ୍+ଗ୍ରହ ଧାତୁ+ଭାବ ଅ) — (+ କରଣ ଅ) ଅସ୍ତ୍ରାଦିର ମୁଠା — The handle of a weapon
  • ସଂ. ବି (ସମ୍+ଗ୍ରହ ଧାତୁ+ଭାବ ଅ) — ପୃଷ୍ଠ ଫଳକର ମୁଷ୍ଟି; ଢାଲର ମୁଠା — The handle of a shield
  • ସଂ. ବି (ସମ୍+ଗ୍ରହ ଧାତୁ+ଭାବ ଅ) — ମୁଷ୍ଟିଦ୍ୱାରା ବନ୍ଧନ — Binding with the fist
  • ସଂ. ବି (ସମ୍+ଗ୍ରହ ଧାତୁ+ଭାବ ଅ) — ମୁଷ୍ଟି — Fist