ସଂଘଟିତ Saṁghaṭita

  • ସଂ. ବିଣ—(ସମ+ଘଟଧାତୁ+କର୍ମ. ତ) — ସଂଯୋଜିତ — Joined together; united; connected
  • ସଂ. ବିଣ—(ସମ+ଘଟଧାତୁ+କର୍ମ. ତ) — ନିର୍ମିତ — Built
  • ସଂ. ବିଣ—(ସମ+ଘଟଧାତୁ+କର୍ମ. ତ) — ଘଟିଥିବା — Happened; taken place