ସଂଗ୍ରାହୀ Saṁgrāhī

  • ସଂ. ବିଣ. ପୁଂ—(ସମ୍+ଗ୍ରହ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ସଂଗ୍ରାହକ (ଦେଖ) — Saṁgrāhaka (See)
  • ବି — (ବୈଦ୍ଯକ) କୂଟଜ ବା ପିତାକୋରୁଆ ଗଛ — Wrighita Antidysenterica (plant)
  • ବି — [ଦ୍ର—ଏହା ସଂଗ୍ରହଣୀ ରୋଗର ପ୍ରଧାନ ଔଷଧ ଥିବାରୁ ଏହାର ଏପରି ନାମ ହୋଇଅଛି।]