ସଂଖ୍ୟେୟ Saṁkheya

  • ସଂ. ବିଣ (ସମ୍+ଖ୍ୟା ଧାତୁ+କର୍ମ ଯ) — ଗଣନୀୟ; ଗଣ୍ୟ — Countable; which can be counted
  • ସଂ. ବିଣ (ସମ୍+ଖ୍ୟା ଧାତୁ+କର୍ମ ଯ) — ସଂଖ୍ଯାଯୋଗ୍ୟ — Numerable; calculable