ସଂଗଢ଼ Saṁgūṟḍ̠ẖa
- ସଂ. ବିଣ (ସମ୍+ଗୁହ ଧାତୁ=ଲୁଚାଇବା+କର୍ମ. ତ) — ସଂଗୁପ୍ତ (ଦେଖ) — Saṁgupta (See)
- ସଂ. ବିଣ (ସମ୍+ଗୁହ ଧାତୁ=ଲୁଚାଇବା+କର୍ମ. ତ) — ଉତ୍ତମରୂପେ ଆଚ୍ଛିଦିତ; ସଂବୃତ — Well covered
- ସଂ. ବିଣ (ସମ୍+ଗୁହ ଧାତୁ=ଲୁଚାଇବା+କର୍ମ. ତ) — ରାଶୀକୃତ — Heaped up; piled up
- ସଂ. ବିଣ (ସମ୍+ଗୁହ ଧାତୁ=ଲୁଚାଇବା+କର୍ମ. ତ) — ସଂକଳିତ — Collected; compiled