ସଂଖ୍ୟାଲଘିଷ୍ଠ ସଂପ୍ରଦାୟ Saṁkhyā laghisṭha sampradāya

  • ସଂ. ବି — (ଆଧୁନିକ ପ୍ରୟୋଗ) ଦେଶରେ ଯେଉଁ ସଂପ୍ରଦାୟଙ୍କ ସଂଖ୍ୟା ଅନ୍ଯ ସଂପ୍ରଦାୟମାନଙ୍କ ସଂଖ୍ୟା ଅପେକ୍ଷା କମ୍ — Minority community of a country