ସଂଖ୍ୟାପନ Saṁkhyāpana

  • ସଂ. ବି (ସମ୍+ଖ୍ୟା ଧାତୁ ଣିଚ୍, ଖ୍ୟାପି ଧାତୁ+ ଭାବ ଅନ;+ ସ୍ତ୍ରୀ ଆ) — ସଂଖ୍ୟା ନିର୍ଦ୍ଧାରଣ — Ascertainment of the number
  • ସଂ. ବି (ସମ୍+ଖ୍ୟା ଧାତୁ ଣିଚ୍, ଖ୍ୟାପି ଧାତୁ+ ଭାବ ଅନ;+ ସ୍ତ୍ରୀ ଆ) — ନିର୍ଦ୍ଧାରଣ; ସ୍ଥିରୀକରଣ — Ascertainment; attestation