ସଂକାଶ Saṁkāṡa
- ସଂ. ବିଣ.—(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) (ଶବ୍ଦର ପରବର୍ତ୍ତୀ ହେଲେ) ତୁଲ୍ୟ; ସଦୃଶ (ଯଥା—ପ୍ରଳୟସଂକାଶ, କୁନ୍ଦେନ୍ଦୁସଂକାଶ) — Equal to; similar to
- ସଂ. ବିଣ.—(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) ସମାନ ବର୍ଣ୍ଣ ବା କାନ୍ତି ବିଶିଷ୍ଟ — Of a like colour or lustre; resembling
- ସଂ. ବିଣ.—(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) [ଉ—ସେହି ପ୍ରଳୟସଂକାଶ ଭୟଙ୍କର ଦିବସରେ ଯେଉଁ ସବୁ ଘଟନାମାନ ଘଟିଥିଲା, ମଧୁସୂଦନ, ଲିସବନ ଭୂମିକମ୍ପ]
- ସଂ. ବିଣ.—(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) ସମୀପବର୍ତ୍ତୀ; ନିକଟବର୍ତ୍ତୀ — Near; adjacent