ସଂକିଳ Saṁkiḻa
- ସଂ. ବି. (ସମ୍+କିଳ୍ ଧାତୁ=ଶୁକ୍ଳବର୍ଣ୍ଣ ହେବା+କର୍ତ୍ତୃ. ଅ) ଦହନୋଳ୍କା; ଅଗ୍ନିପିଣ୍ଡ — Fire-ball
- ସଂ. ବି. (ସମ୍+କିଳ୍ ଧାତୁ=ଶୁକ୍ଳବର୍ଣ୍ଣ ହେବା+କର୍ତ୍ତୃ. ଅ) ମସାଲ — Torch
- ସଂ. ବି. (ସମ୍+କିଳ୍ ଧାତୁ=ଶୁକ୍ଳବର୍ଣ୍ଣ ହେବା+କର୍ତ୍ତୃ. ଅ) ଜ୍ୱଳନ୍ତ ଅଗ୍ନି — Burning fire; flame