ସଂକୀର୍ଣ୍ଣ Saṁkīrṇṇa
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ଅପ୍ରସର; ଅପ୍ରଶସ୍ତ — Narrow; strait
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) କ୍ଷୁଦ୍ର; ସୀମାବଦ୍ଧ; ସରୁ; ଛୋଟ — Limited; small
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ସଙ୍କୁଚିତ — Contracted
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ଉଦାରତାହୀନ; ଅନୁଦାର (ହୃଦୟ, ମତ) — Not liberal; narrow (view)
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ନିବିଡ଼; ଘନ — Dense
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ଜନତାଯୁକ୍ତ; ବହୁ ଲୋକ ସମାକୀର୍ଣ୍ଣ — Crowded
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ସମାକୀର୍ଣ୍ଣ; ପରିବ୍ୟାପ୍ତ — Overspread; diffused; pervaded; spread over
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ଖେଳିଆ ମେଳିଆ; ବିକ୍ଷିପ୍ତ — Confused
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ନାନାବସ୍ତୁ ମିଳିତ — Mixed together
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ଅପବିତ୍ର — Impure
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ନାନା ଜାତିର ମିଶ୍ରଣରେ ଜାତ — Hybrid; of mixed blood
- ସଂ. ବିଣ (ସମ୍+କୃ ଧାତୁ+କର୍ମ. ତ) ପରସ୍ପର ବିଜାତୀୟ (ବହୁ ବସ୍ତୁ) — Heterogenous