ସଂକାର Ṡaṁkāra

  • ସଂ. ବି.—(ସମ୍+କୃ ଧାତୁ=ବିକ୍ଷେପ କରିବା+କର୍ମ ଅ) — ସଂମାର୍ଜନୀକ୍ଷିପ୍ତ ଧୂଳି ଆଦି; ଛାଞ୍ଚୁଣୀରେ ଓଳିଆ ହୋଇ ଗଦା କରା ଯାଇଥିବା ଅଳିଆ — Sweepings