ଶ୍ୟାମୀ Ṡyāmī

  • ଦେ. ବିଣ — ଶ୍ୟାମ ଦେଶୀୟ — Relating to the Ṡiam country; Siamese
  • ଦେ. ବିଣ — [ଯଥା, ଶ୍ୟାମୀ ଭାଷା; ଶ୍ୟାମୀ ଜାତି]
  • ବି. ପୁଂ. ଓ ସ୍ତ୍ରୀ — (ଆଦରାର୍ଥକ)—ଶ୍ୟାମସୁନ୍ଦର ଓ ଶ୍ୟାମସୁନ୍ଦରୀର ଡାକ- ନାମ — Name for calling Ṡyāmasundara and Ṡyāmasundarī in fondness