ଶ୍ୟାଳିକା Ṡyāḻikā

  • ସଂ. ବି. ସ୍ତ୍ରୀ—(ଶ୍ୟାଳ+କ+ଅ) — ପତ୍ନୀଙ୍କ ଭଗ୍ନୀ — Wife's sister
  • ସଂ. ବି. ସ୍ତ୍ରୀ—(ଶ୍ୟାଳ+କ+ଅ) — [ଦ୍ର—ଆମ ଦେଶରେ ପତ୍ନୀଙ୍କ ବଡ଼ ଭଉଣୀଙ୍କୁ ଦେଢ଼ଶାଶୁ ଓ ସାନ ଭଉଣୀଙ୍କୁ ଶାଳୀ କହନ୍ତି।]