ଶ୍ୟାମାଚରଣ ସରକାର Ṡyāmācharaṇa sarakāra
- ଦେ. ବି — ଜନୈକ ସ୍ୱର୍ଗୀୟ ସ୍ମୃତିଗ୍ରନ୍ଥ ପ୍ରଣେତା — Name of a law-giver of Bengal
- ଦେ. ବି — [ଦ୍ର— ଏ ବଙ୍ଗୀୟ ବ୍ରାହ୍ମଣ ଥିଲେ। ଏ ସଂସ୍କୃତ, ଇଂରେଜୀ, ହିନ୍ଦୀ, ଗ୍ରୀକ୍, ଲାଟିନ୍ ଉର୍ଦ୍ଦୁ ଓ ଫ୍ରେଞ୍ଚ୍ ଭାଷା ଶିକ୍ଷା କରି- ଥିଲେ। ଏ ଇଂରାଜୀ, ବଙ୍ଗଳା ଓ ଉର୍ଦ୍ଦୁର ଅଭିଧାନ ଓ ହିନ୍ଦୁ ଓ ମୁସଲମାନ ଧର୍ମଶାସ୍ତ୍ରର ବିଧାନମାନ ଲିପିବଦ୍ଧ କରି ଇଂରେଜୀରେ 'ବ୍ଯବସ୍ଥାସାର ସଂଗ୍ରହ' (ଦାୟଭାଗ) ଓ 'ବ୍ଯବସ୍ଥାଚନ୍ଦ୍ରିକା' (ମିତାକ୍ଷରା) ନାମକ ଗ୍ରନ୍ଥ ସଙ୍କଳନ କରିଥିଲେ। ଏହାହିଁ ବଙ୍ଗ ଦେଶର ପ୍ରଥମ ଆଇନ୍ ପୁସ୍ତକ। ଏ କଲିକତା ସୁପ୍ରୀମ୍ କୋଟ୍ରେ ଦ୍ୱିଭାଷୀ — (Interpreter)କାର୍ଯ୍ୟ କରୁଥିଲେ ଏ ହିନ୍ଦୁ ଓ ମୁସଲମାନମାନଙ୍କ ପାଇଁ ବଙ୍ଗଳା ଭାଷାରେ ପ୍ରଥମ ଆଇନ୍ ପୁସ୍ତକ ସଙ୍କଳନ କରିଥିଲେ]