ଶ୍ୟାମିକା Ṡyāmikā
- ସଂ. ବି —(ଶ୍ୟାମ+କ+ଆ) — ଶ୍ୟାମଳତା; ଶ୍ୟାମବର୍ଣ୍ଣ — Deep blue colour
- ସଂ. ବି —(ଶ୍ୟାମ+କ+ଆ) — ମାଳିନ୍ୟ — Paleness; discoloration; filthiness; dirtiness
- ସଂ. ବି —(ଶ୍ୟାମ+କ+ଆ) — [ଉ— ତୁମ୍ଭପରି ଶ୍ୟାମିକାର ରେଖା ଏ ନିକଷେ, ପଡ଼ିବାର ଲେଖିନାହିଁ ବିଧି କେଉଁକାଳେ। ରାଧାନାଥ, ମହାଯାତ୍ରା।]
- ସଂ. ବି —(ଶ୍ୟାମ+କ+ଆ) — କୃଷ୍ଣତ୍ୱ — Blackness
- ସଂ. ବି —(ଶ୍ୟାମ+କ+ଆ) — ଧାତୁ ଆଦିର ଖାଦ — The dross of metals
- ସଂ. ବି —(ଶ୍ୟାମ+କ+ଆ) — ଧାତୁର ମଳ- — Scorie of metals
- ଦେ. ବି — ଭେଲ ବା ପଡ଼ିଆ ସୁନା — Mixed gold