ଶ୍ଳୋପା Ṡḻopā

  • ବୈଦେ. ବି—(ଇଂ—ସ୍ଲୂପ୍) — କ୍ଷୁଦ୍ର ଜାହାଜ — Sloop
  • ବୈଦେ. ବି—(ଇଂ—ସ୍ଲୂପ୍) — [ଉ—ଏକଡୁଲିଆ ସାନ ଜାହାଜର ନାମ ଶ୍ଳୋପା। ଫକୀରମୋହନ, ଗଳ୍ପସଳ୍ପ।]
  • ବୈଦେ. ବି—(ଇଂ—ସ୍ଲୂପ୍) — [ବିଶେଷ ଦ୍ରଷ୍ଟବ୍ୟ—ଅନ୍ଯାନ୍ୟ ଶବ୍ଦ କୋଷରେ 'ଶ୍ଳ' ପରେ 'ଶ୍ୱ' ଦିଆଯାଇ ଅଛି, କିନ୍ତୁ ଏହି ଗ୍ରନ୍ଥରେ ବର୍ଗ୍ୟ ବ ଓ ଅବର୍ଗ୍ୟ ୱ ର ପ୍ରଭେଦ ରଖା ନ ଯାଇ ପ ବର୍ଗର 3 ୟ ବର୍ଣ୍ଣ ବର୍ଗ୍ୟ ବ ତଳେ ସବୁ 'ବ' ବିଶିଷ୍ଟ ଶବ୍ଦମାନ ସନ୍ନିବେଶିତ ହୋଇଥିବାରୁ 'ଶ୍ଚ' ପରେ 'ଶ୍ୱ' ଆଦ୍ୟରେ ଥିବା ଶବ୍ଦମାନ ସନ୍ନିବେଶିତ ହୋଇଅଛି।] — [ବିଶେଷ ଦ୍ରଷ୍ଟବ୍ୟ—ଅନ୍ଯାନ୍ୟ ଶବ୍ଦ କୋଷରେ 'ଶ୍ଳ' ପରେ 'ଶ୍ୱ' ଦିଆଯାଇ ଅଛି, କିନ୍ତୁ ଏହି ଗ୍ରନ୍ଥରେ ବର୍ଗ୍ୟ ବ ଓ ଅବର୍ଗ୍ୟ ୱ ର ପ୍ରଭେଦ ରଖା ନ ଯାଇ ପ ବର୍ଗର3ୟ ବର୍ଣ୍ଣ ବର୍ଗ୍ୟ ବ ତଳେ ସବୁ 'ବ' ବିଶିଷ୍ଟ ଶବ୍ଦମାନ ସନ୍ନିବେଶିତ ହୋଇଥିବାରୁ 'ଶ୍ଚ' ପରେ 'ଶ୍ୱ' ଆଦ୍ୟରେ ଥିବା ଶବ୍ଦମାନ ସନ୍ନିବେଶିତ ହୋଇଅଛି]