ଶ୍ୱଃ Ṡwaḥ

  • ସଂ. ଅ (ଶ୍ୱସ୍=ଆଗାମୀ କାଲି ସ୍ଥାନରେ ଶ୍ୱଃ; ନିପାତନ) — ଆଗାମୀ କାଲି — Tomorrow
  • ବିଣ— (ସୁ+ଅ; ନିପାତନ, ସୁ ସ୍ଥାନରେ ଶୁଆଗମ) — ସୁନ୍ଦର; ଶୋଭନ — Beautiful
  • ବିଣ— (ସୁ+ଅ; ନିପାତନ, ସୁ ସ୍ଥାନରେ ଶୁଆଗମ) — ଆଗାମୀ — Impending; next