ଶ୍ୱକ୍ରୀଡ଼ୀ Ṡwakrīṟḍ̠ī

  • ସଂ. ବି. ପୁଂ. (ଶ୍ୱନ୍+କ୍ରୀଡ଼୍ ଧାତୁ+କର୍ତ୍ତୃ. ଇ) — ଯେ ଶିକାର ପାଇଁ କୁକୁର ପୋଷେ — A keeper or breeder of sporting dogs