ଶ୍ୱଃ ଶ୍ରେୟଃ Ṡwaḥ ṡreyaḥ
- ସଂ. ବି (କର୍ମଧା, ଶ୍ୱଃ=ଶୋଭନ; ସୁନ୍ଦର+ଶ୍ରେୟସ୍= ମଙ୍ଗଳ; ଶ୍ୱଃଶ୍ରେୟସ୍ 1 ମା. 1 ବ — ମଙ୍ଗଳ; ଶୁଭ; କଲ୍ୟାଣ — Well-being; welfare
- ସଂ. ବି (କର୍ମଧା, ଶ୍ୱଃ=ଶୋଭନ; ସୁନ୍ଦର+ଶ୍ରେୟସ୍= ମଙ୍ଗଳ; ଶ୍ୱଃଶ୍ରେୟସ୍ 1 ମା. 1 ବ — ସୁଖ — Bliss; happiness; pleasure
- ସଂ. ବି (କର୍ମଧା, ଶ୍ୱଃ=ଶୋଭନ; ସୁନ୍ଦର+ଶ୍ରେୟସ୍= ମଙ୍ଗଳ; ଶ୍ୱଃଶ୍ରେୟସ୍ 1 ମା. 1 ବ — ସୌଭାଗ୍ୟ — Prosperity; good fortune
- ସଂ. ବି (କର୍ମଧା, ଶ୍ୱଃ=ଶୋଭନ; ସୁନ୍ଦର+ଶ୍ରେୟସ୍= ମଙ୍ଗଳ; ଶ୍ୱଃଶ୍ରେୟସ୍ 1 ମା. 1 ବ — ପରମାତ୍ମା — The Holy Spirit; the Divine Essence in man ''The God in man and the man in God.''