ଶ୍ରୀନାଶ Ṡrināṡa

  • ସଂ. ବି — ( 6 ଷ୍ଠୀ ତତ୍; ଶ୍ରୀ +ନାଶ) — ସୌଭାଗ୍ୟର ଧ୍ୱଂସ — The destruction or end of glory
  • ସଂ. ବି — ( 6 ଷ୍ଠୀ ତତ୍; ଶ୍ରୀ +ନାଶ) — ସୌନ୍ଦର୍ଯ୍ୟ ନାଶ — Destruction of beauty