ଶ୍ରୀଧର Ṡridhara
- ସଂ. ବି. ପୁଂ—(ଶ୍ରୀ=ଲକ୍ଷ୍ମୀ+ଧୃ ଧାତୁ=ଧାରଣ କରିବା+ କର୍ତ୍ତୃ. ଅ; ଯେ ଲକ୍ଷ୍ମୀଙ୍କୁ ଧାରଣ କରିଅଛନ୍ତି) — (ସହସ୍ର ନାମୋକ୍ତ) ବିଷ୍ଣୁ — Bishṇu
- ସଂ. ବି. ପୁଂ—(ଶ୍ରୀ=ଲକ୍ଷ୍ମୀ+ଧୃ ଧାତୁ=ଧାରଣ କରିବା+ କର୍ତ୍ତୃ. ଅ; ଯେ ଲକ୍ଷ୍ମୀଙ୍କୁ ଧାରଣ କରିଅଛନ୍ତି) — ଶାଳ— ଗ୍ରାମ ଶିଳା ବିଶେଷ (ଅତି କ୍ଷୁଦ୍ର; ଦ୍ୱିଚକ୍ର, ଓ ବନମାଳା ଚିହ୍ନିତ) — Name of a pebble of the Gaṇḍaki river worshiped as Bishṇu
- ଦେ. ବି. ପୁଂ — ଲୋକଙ୍କ ନାମ — 1. Name given to males
- ଦେ. ବି. ପୁଂ — ଚିଲିକାରେ ମିଳୁଥିବା ଏକପ୍ରକାର ଚିଙ୍ଗୁଡ଼ି ମାଛ — A kind of shrimps (found in the Chilka lake.)