ଶ୍ରୀ ମୁଖ Ṡri mukha

  • ସଂ. ବି—(ମ. ପ. ଲୋ; ଶ୍ରୀଯୁକ୍ତ ମୁଖ) — ଶୋଭାଯୁକ୍ତ ମୁଖ — A beautiful face
  • ସଂ. ବି—(ମ. ପ. ଲୋ; ଶ୍ରୀଯୁକ୍ତ ମୁଖ) — କାଳଚକ୍ରର 7 ମ ବତ୍ସର — କାଳଚକ୍ରର7ମ ବତ୍ସର—. The 7th year of the cycle of time
  • ଦେ. ବି — ରାଜା, ଦେବତା ଆଦିଙ୍କର ମୁଖ — The face of a king or Deity
  • ଦେ. ବି — ଚିଠି ପଶିଥିବା ମୁଦା ଲଫାପା ଉପରେ ଶିରୋଭାଗରେ ବା ଲଫାପା ପଛରେ ଲେଖାଯିବା ଶ୍ରୀ ଶବ୍ଦ — The word 'Ṡri' written on the envelope of a letter
  • ଦେ. ବି — ଚିଠି — Letter
  • ଦେ. ବି — [ଉ—ଏମନ୍ତ କହି ରାଜାଲୋକ। ନନ୍ଦକୁ ଦେଲାକ ଶ୍ରୀମୁଖ—ଜଗନ୍ନାଥ, ଭାଗବତ।]
  • ଦେ. ବି — ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ମୁଖରେ ଲାଗି ହେବା ପୁଷ୍ପ ରଚିତ ଅଳଙ୍କାର ବିଶେଷ — A graceful nosegay of flowers with which the face of the Deity Jagannātha (at Puri) is decked
  • ଦେ. ବି — ଦୁଇ ବ୍ଯକ୍ତିଙ୍କ ମଧ୍ୟରେ ହେବା ବନ୍ଧୁତା — The friendship between two persons
  • ଦେ. ବି — [ଦ୍ର—ପରସ୍ପରକୁ ଜଗନ୍ନାଥଙ୍କର ଉଲ୍ଲାଗି ଶ୍ରୀମୁଖ ଦିଆ ଦେଇ ହୋଇ ଏ ବନ୍ଧୁତା ବସାଯାଏ ଓ ପରସ୍ପର ପରସ୍ପରକୁ ଶ୍ରୀମୁଖ ଡାକନ୍ତି।]