ଶ୍ରୀ ରହିତ Ṡrīrahita

  • ସଂ. ବିଣ.—(ତୃତୀୟା ତତ୍; ଶ୍ରୀ+ରହିତ) — ଶ୍ରୀଭ୍ରଷ୍ଟ (ଦେଖ) — Ṡrībhrashṭa (See)
  • ସଂ. ବିଣ.—(ତୃତୀୟା ତତ୍; ଶ୍ରୀ+ରହିତ) — ଶ୍ରୀହୀନ (ଦେଖ) — Ṡrīhīna (See)