ଶ୍ରୀ ରାମ Ṡrī rāma

  • ସଂ. ବି — ଅଯୋଧ୍ୟାର ରାଜା ଦଶରଥଙ୍କ ବଡ଼ପୁଅ ରାମଚନ୍ଦ୍ର — Rāmachandra, the eldest son of Daṡaratha, king of Aj̄odhyā
  • ସଂ. ବି — ବିଷ୍ଣୁ — Bishṇu
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males