ଶ୍ରୀ ଭ୍ରାତା Ṡrī bhrātā

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ସଙ୍ଗେ ଉଠିଥିବାରୁ) — ଚନ୍ଦ୍ର — The moon
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ସଙ୍ଗେ ଉଠିଥିବାରୁ) — ଐରାବତ ହସ୍ତୀ — Indra's elephant
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ସଙ୍ଗେ ଉଠିଥିବାରୁ) — ଅଶ୍ୱ (ବିଶ୍ୱକୋଷ) — Horse