ଶୌଚିକ Ṡa̲u̲chika

  • ସଂ. ବି (ଶୁଚି+ଇକ) — ଶୁଣ୍ଢୀ ଔରସରେ କୈବର୍ତ୍ତ କନ୍ୟାର ଓ କୈବର୍ତ୍ତ ଔରସରେ ଗାନ୍ଧିକକନ୍ୟାର ଗର୍ଭଜାତ ଶଙ୍କର ଜାତି ବିଶେଷ — Name of a mixed low caste