ଶୌଚ ବିଧି Ṡa̲u̲cha bidhi
- ସଂ. ବି — ବେହ ଶୁଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ଶାସ୍ତ୍ରବିଧି — The rules enjoined by the sacred books about purifying the body; purificatory rites
- ସଂ. ବି — [ଦ୍ର— ଝାଡ଼ା ଫେରି ସାରି ଗୁହ୍ୟଦ୍ୱାରରେ 7 ଥର, ଲିଙ୍ଗରେ 7 ଥର, ହାତରେ 3 ଥର, ଗୋଡ଼ରେ 3 ଥର ମାଟି ଲଗାଇ ଧୋଇବ; 3 ଥର କୁଳୁକୁଞ୍ଚା କରିବ ଓ 3 ଥର ମୁହଁ ଧୋଇବ ଓ ଅଣ୍ଟାପାଣି କରିବ। ପରିସ୍ରା କରିସାରି ଲିଙ୍ଗକୁ 3 ଥର ଜଳଦ୍ୱାରା ଧୋଇବା ଇତ୍ୟାଦି।] — [ଦ୍ର— ଝାଡ଼ା ଫେରି ସାରି ଗୁହ୍ୟଦ୍ୱାରରେ7ଥର, ଲିଙ୍ଗରେ7ଥର, ହାତରେ3ଥର, ଗୋଡ଼ରେ3ଥର ମାଟି ଲଗାଇ ଧୋଇବ;3ଥର କୁଳୁକୁଞ୍ଚା କରିବ ଓ3ଥର ମୁହଁ ଧୋଇବ ଓ ଅଣ୍ଟାପାଣି କରିବ ପରିସ୍ରା କରିସାରି ଲିଙ୍ଗକୁ3ଥର ଜଳଦ୍ୱାରା ଧୋଇବା ଇତ୍ୟାଦି]