ଶୌଚ କର୍ମ Ṡa̲u̲cha karma

  • ସଂ.ବି — ଦେହଶୁଦ୍ଧିରୂପ କର୍ମ — Act of cleansing or washing one's body
  • ଦେ. ବି — ମଳତ୍ୟାଗ (ଏହା ପରେ ଶୌଚକର୍ମ କରାଯାଏ) — Answering call of nature, easing one's self