ଶୋଚ୍ୟକ Ṡochyaka

  • ସଂ. ବିଣ (ଶୋଚ୍ୟ+କ) — କ୍ଷୁଦ୍ର — Small
  • ସଂ. ବିଣ (ଶୋଚ୍ୟ+କ) — ନୀଚ — Low; mean
  • ସଂ. ବିଣ (ଶୋଚ୍ୟ+କ) — କନିଷ୍ଠ — Youngest
  • ସଂ. ବିଣ (ଶୋଚ୍ୟ+କ) — ଅପବିତ୍ର — Unholy