ଶୋଟୀର୍ୟ୍ୟ Ṡoṭīrj̄ya

  • ସଂ. ବି(ଶୁଟୀର=ବୀର+ଭାବ. ଯ) — ବଳ; ପରାକ୍ରମ — Might
  • ସଂ. ବି(ଶୁଟୀର=ବୀର+ଭାବ. ଯ) — ଦମ୍ଭ; ଗର୍ବ — Pride, arrogance
  • ସଂ. ବି(ଶୁଟୀର=ବୀର+ଭାବ. ଯ) — ସାହସ — Bravery