ଶୋଚି (ଧାତୁ) Ṡochi (root)

  • ସଂ. (ଶୁଚ୍ ଧାତୁ ଣିଚ୍) — ଶୋକ କରିବା — To grieve
  • ସଂ. (ଶୁଚ୍ ଧାତୁ ଣିଚ୍) — ଅନ୍ୟକୁ ଶୋକ ସନ୍ତପ୍ତ କରିବା — To cause grief to another