ଶୋଆଇବା Ṡoāibā

  • ଦେ. କ୍ରି — ଶୋଇବା କ୍ରିୟାର ଣିଜନ୍ତରୂପ — The causative form of the verb ṡoibā To cause to sleep; to lay a person. down for sleep
  • ଦେ. କ୍ରି — [ଉ— ସେବତୀ ପାଖୁଡ଼ା ବିଛାଇ ପଲଙ୍କରେ, ଶୋଆଇଲେ ନ ଶୋଇ ଶୋଇଲୁଁ ଭୂମିରେ- କୃଷ୍ଣସିଂହ, ମହାଭାରତ।]