ଶୋଇ ଦେବା Ṡoi debā
- ଦେ. କ୍ରି — ଶୁଆଇ ଦେବା; ଶିଶୁ ଆଦିଙ୍କୁ ଶଯ୍ୟାରେ ଶାୟିତ କରାଇବା — To put a child on the bed to sleep
- ଦେ. କ୍ରି — ନିଦ୍ରିତ ହେବା ପାଇଁ ସୁବିଧା ଦେବା; ନିଦ୍ରିତ ବା ନିଦ୍ରାଳୁ ବ୍ୟକ୍ତିର ନିଦ୍ରାରେ ବ୍ୟାଘାତ ନ ଜନ୍ମାଇବା — To let one. sleep
- ଦେ. କ୍ରି — [ଉ—ଅଗଣାରେ ପିଲାମାନେ ଗୋଳମାଳା କରି ମୋତେ ଟିକିଏ ଶୋଇ ଦେଲେ ନାହିଁ।]