ଶୋଇ ପଡ଼ିବା Ṡoi paṟḍ̠ibā

  • ଦେ. କ୍ରି (ସଂ. ଶୀ ଧାତୁ) — ନିଦ୍ରାଭିଭୂତ ହେବା — To fall asleep
  • ଦେ. କ୍ରି (ସଂ. ଶୀ ଧାତୁ) — (କୁଚ) ଅଧୋମୁଖ ହେବା — (the female breast) To become flabby
  • ଦେ. କ୍ରି (ସଂ. ଶୀ ଧାତୁ) — (ଲିଙ୍ଗ) ଶିଥିଳ ହେବା — (the penis) To become slack