ଶୋ ବସ Ṡo basa

  • ଦେ. ବି— (ସଂ. ଶୀ ଧାତୁ ଓ ବିଶ୍ ଧାତୁ) — ଶୋଇବା ଓ ବସିବା; ଶୟନ ଓ ଉପବେଶନ — Sleeping and sitting
  • ଦେ. ବି— (ସଂ. ଶୀ ଧାତୁ ଓ ବିଶ୍ ଧାତୁ) — ସ୍ତ୍ରୀ ପୁରୁଷଙ୍କର ପ୍ରେମ ଓ ସଙ୍ଗମ — Love-making and copulation