ଶୈଳୀଭୂତ Ṡa̲i̱ḻībhūta

  • ସଂ. ବିଣ.—(ଶୈଳ+ଅଭୂତତତ୍ଭାବେ ଈ+ଭୂତ) — ପ୍ରସ୍ତରୀଭୂତ; ପଥର ପାଲଟି ଯାଇଥିବା; ପ୍ରସ୍ତରରେ ପରିଣତ ହୋଇଥିବା (ପଦାର୍ଥ) — Petrified; turned in to stone
  • ସଂ. ବିଣ.—(ଶୈଳ+ଅଭୂତତତ୍ଭାବେ ଈ+ଭୂତ) — ପଥର ପରି ଟାଣ ହୋଇଯିବା — Hardened like stone