ଶୈଳେୟ Ṡa̲i̱ḻeya

  • ସଂ. ବିଣ. (ଶୈଳ+ସମ୍ବନ୍ଧାଦି ଅର୍ଥରେ ଏୟ) — ପର୍ବତ ସମ୍ବନ୍ଧୀୟ — Mountainous
  • ସଂ. ବିଣ. (ଶୈଳ+ସମ୍ବନ୍ଧାଦି ଅର୍ଥରେ ଏୟ) — ପର୍ବତ ଜାତ — Produced from the mountain; growing on hills
  • ସଂ. ବିଣ. (ଶୈଳ+ସମ୍ବନ୍ଧାଦି ଅର୍ଥରେ ଏୟ) — [ଶିଳା+ଏୟ] ଶିଳା ସଦୃଶ (ବିଶ୍ୱକୋଷ) — Similar to stone
  • ବି — ଶୈଳଜ; ପାର୍ବତ୍ୟ ଗନ୍ଧ ଦ୍ରବ୍ଯବିଶେଷ — Parmalia Perlata
  • ବି — (ପୁଂ) ସିଂହ — Lion
  • ବି — ସୈନ୍ଧବ ଲବଣ — Rock salt
  • ବି — (ପୁଂ) ମହୁମାଛି — The bee
  • ବି — (ପୁଂ) ଭ୍ରମର — The bumble bee
  • ବି — ତାଳପର୍ଣ୍ଣୀ (ବିଶ୍ୱକୋଷ); ମୁରା ମାଂସୀ — A kind of spikenard