ଶୈଳୀ Ṡa̲i̱ḻī

  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ସ୍ୱଭାବ — Nature
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ଆଚରଣ — Conduct; character
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ପ୍ରଣାଳୀ — Mode; manner
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ସଂକ୍ଷିପ୍ତ ପ୍ରଣାଳୀ — A simple or short method
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ସଦ୍- ବ୍ଯବହାର — Good treatment
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ସଦ୍ଭାବ — Cordial relation
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — କୌଶଳ — Policy; art; device
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — (ଆଧୁନିକ ପ୍ରୟୋଗ) ରଚନା ପରିପାଟୀ ବା ଭଙ୍ଗିବିଶେଷ — Style or diction of composition
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — ସଙ୍କେତ; ପ୍ରଜ୍ଞପ୍ତି (ବିଶ୍ୱକୋଷ) — Indication
  • ସଂ. ବି—(ଶୀଳ+ସ୍ୱାର୍ଥେ. ଈ) — (ଶିଳା+ ଅ+ଈ) ଶିଳା ପ୍ରତିମା, ପଥରର ମୂର୍ତ୍ତି (ବିଶ୍ୱକୋଷ) — Stone image