ଶୈଳାଖ୍ୟ Ṡa̲i̱ḻākhya

  • ସଂ. ବି [ଶୈଳ+ଆଖ୍ଯା, ଆହ୍ୱା=ନାମ ଯାହାର; ବହୁବ୍ରୀହି; ଯାହାକୁ ଶୈଳ ନାମରେ ଡକାଯାଏ।] ଶିଳାଜତୁ — Mummy (gum)
  • ସଂ. ବି [ଶୈଳ+ଆଖ୍ଯା, ଆହ୍ୱା=ନାମ ଯାହାର; ବହୁବ୍ରୀହି; ଯାହାକୁ ଶୈଳ ନାମରେ ଡକାଯାଏ।] ଶୈଳଜ (ଦେଖ) — Ṡa̲i̱ḻaja (See)