ଶୈଳାଟ Ṡa̲i̱ḻāṭa
- ସଂ. ବି [ଶୈଳ=ପର୍ବତ+ଅଟଁ ଧାତୁ= ଭ୍ରମଣ କରିବା +କର୍ତ୍ତୃ. ଅ; ଯେ ପର୍ବତରେ ଭ୍ରମଣ କରେ] ବ୍ୟାଧ — Hunter
- ସଂ. ବି [ଶୈଳ=ପର୍ବତ+ଅଟଁ ଧାତୁ= ଭ୍ରମଣ କରିବା +କର୍ତ୍ତୃ. ଅ; ଯେ ପର୍ବତରେ ଭ୍ରମଣ କରେ] ସିଂହ — Lion
- ସଂ. ବି [ଶୈଳ=ପର୍ବତ+ଅଟଁ ଧାତୁ= ଭ୍ରମଣ କରିବା +କର୍ତ୍ତୃ. ଅ; ଯେ ପର୍ବତରେ ଭ୍ରମଣ କରେ] ପାର୍ବତ୍ୟ ଜାତି — Hillmen; hill tribes
- ସଂ. ବି [ଶୈଳ=ପର୍ବତ+ଅଟଁ ଧାତୁ= ଭ୍ରମଣ କରିବା +କର୍ତ୍ତୃ. ଅ; ଯେ ପର୍ବତରେ ଭ୍ରମଣ କରେ] ସ୍ଫଟିକ — Crystal; quartz
- ସଂ. ବି [ଶୈଳ=ପର୍ବତ+ଅଟଁ ଧାତୁ= ଭ୍ରମଣ କରିବା +କର୍ତ୍ତୃ. ଅ; ଯେ ପର୍ବତରେ ଭ୍ରମଣ କରେ] ଶୁଭ୍ର କାଚ — White glass