ଶୈଳଧନ୍ୱା Ṡa̲i̱ḻa dhanwā

  • ସଂ. ବି. ପୁଂ (ଶୈଳ+ଧନୁସ୍+ବତ୍= ଶୈଳଧନ୍ୱନ୍ 1 ମା. 1 ବ; ଶୈଳ ହୋଇଅଛି ଧନୁ ଯାହାଙ୍କର; କିମ୍ବା ଯାହାଙ୍କ ଧନୁ ଶିଳାନିର୍ମିତ) — ମହାଦେବ; ଶିବ — Ṡiba