ଶୈଳଦ୍ଭବା Ṡa̲i̱ḻ̱odbhabā

  • ସଂ. ବି (ଶୈଳୋଦ୍ଭବ+ସ୍ତ୍ରୀ. ଆ) — କ୍ଷୁଦ୍ର ପାଷାଣ— ଭେଦୀଗୁଳ୍ମ — A sort of plant
  • ସଂ. ବି (ଶୈଳୋଦ୍ଭବ+ସ୍ତ୍ରୀ. ଆ) — ରୁକୁଣାହାତପୋଛା ଗଛ — Coleus Aromaticus
  • ସଂ. ବି (ଶୈଳୋଦ୍ଭବ+ସ୍ତ୍ରୀ. ଆ) — ହେମସାଗର ଗୁଳ୍ମ — Sela Gimella; a herbarious plant