ଶୂଦ୍ରିୟ Ṡūdriya

  • ଗ୍ରା. ବି (ପ୍ରାଚୀନ ପଦ୍ଯ) — ଶୂଦ୍ର — A Ṡūdrā
  • ଗ୍ରା. ବି (ପ୍ରାଚୀନ ପଦ୍ଯ) — [ଉ—ମଦିରା ପାନ କରିବେ ବ୍ରାହ୍ମଣ କ୍ଷତ୍ରିୟ, ଦେବୀ ପୂଜା ବୋଲିଣ ସେ ମିଳିବେ ଶୂଦ୍ରିୟ—ପ୍ରାଚୀ, ଶ୍ରୀଗୁରୁଭକ୍ତିଗୀତା।]