ଶୂନ Ṡūna

  • ଦେ. ବିଣ ଓ ବି—(ସଂ. ଶୂନ୍ଯ) — ଶୂନ୍ଯ ଓ ଶୂନ୍—(ଦେଖ) — Ṡūnya and Ṡūn (See)
  • ଦେ. ବିଣ ଓ ବି—(ସଂ. ଶୂନ୍ଯ) — [ଉ—ଅଙ୍କେ ଯେସନେ ଦେଲେ ଶୂନ, ବେଳକୁ ବେଳ ଦଶଗୁଣ। ଭୂପତି, ପ୍ରେମ— ପଞ୍ଚାମୃତ।]
  • ସଂ. ବିଣ—(ଶ୍ୱି ଧାତୁ=ଫୁଲିବା+କର୍ତ୍ତୃ. ତ) — ଫୁଲିଯିବା — Ṡwollen (Apte)
  • ସଂ. ବିଣ—(ଶ୍ୱି ଧାତୁ=ଫୁଲିବା+କର୍ତ୍ତୃ. ତ) — ବୃଦ୍ଧିପ୍ରାପ୍ତ — Increased